Below header
Browsing Tag

rock falls

ପଞ୍ଜାବରେ ବଡ଼ ଧରଣର ଦୁର୍ଘଟଣା: ୫୦ ଫୁଟ ଉଚ୍ଚରୁ ଖସିଲା ଦୋଳି, ମହିଳା ଏବଂ ଶିଶୁ ସମେତ ୧୦ ଆହତ; ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ରବିବାର ବିଳମ୍ବିତ ରାତିରେ ପଞ୍ଜାବର ମୋହାଲି ସହରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଶିଶୁଙ୍କ ସମେତ ଅନେକ ଲୋକ ଆହତ ହୋଇଛନ୍ତି। ମୋହାଲି ମେଳାରେ ହଠାତ୍ ଏକ ଦୋଳି ଭାଙ୍ଗି ୫୦ ଫୁଟ ଉପରୁ ଖସି ପଡିଛି। ଦୋଳି ଝୁଲୁଥିବା ସମୟରେ ଦୋଳି ଖସି ପଡିବାରୁ ଏଥିରେ ବସିଥିବା…