Below header
Browsing Tag

rohit pujari

ବଦଳିଲେ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି, ଦାୟିତ୍ବକୁ ଫେରିଲେ ରୋହିତ ପୂଜାରୀ

ସମ୍ବଲପୁର (କେନ୍ୟୁଜ): ବଦଳିଲେ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି। ଦାୟିତ୍ବକୁ ଫେରିଲେ ରୋହିତ ପୂଜାରୀ । ତାଙ୍କୁ ଦଳ ପୁଣି ଥରେ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଭାବରେ ନିଯୁକ୍ତି ଦେବା ପରେ ଚର୍ଚ୍ଚା ଜୋର ଧରିଛି । ରୋହିତଙ୍କ ଆଗରେ କଣ ରହିବ ଚ୍ୟାଲେଞ୍ଜ ? ଚର୍ଚ୍ଚା ହେଉଛି ଆଗାମୀ…

କିଏ ପୂର୍ଣ୍ଣକାଳୀନ ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଦାୟିତ୍ୱ ତୁଲାଇବେ ? ପଶ୍ଚିମଓଡ଼ିଶାର ଜଣେ ନେତାଙ୍କୁ କରା ଯାଇପାରେ…

କେନ୍ୟୁଜ୍(ବ୍ୟୁରୋ):  ମନ୍ତ୍ରିମଣ୍ଡଳରୁ ରୋହିତ ପୂଜାରୀ ବାଦ୍‌ ପଡ଼ିବା ପରେ ତାଙ୍କ ସ୍ଥାନରେ ଅତନୁ ସବ୍ୟସାଚୀ ନାୟକଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଅତନୁ ସବ୍ୟସାଚୀ ବର୍ତ୍ତମାନ ସମବାୟ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅଛନ୍ତି । ଏଥିସହ ସେ ଉଚ୍ଚଶିକ୍ଷା ବିଭାଗର…