Browsing Tag

Rs 22 lakh in the last 24 hours.

ରାଜ୍ୟରେ ପୋଲିସର କୋଭିଡ୍‌ ଏନ୍‌ଫୋର୍ସମେଣ୍ଟ, ଗତ ୨୪ ଘଣ୍ଟାରେ ୨୨ ଲକ୍ଷରୁ ଅଧିକ ଟଙ୍କା ଜରିମାନା ଆଦାୟ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ପୋଲିସର କୋଭିଡ୍‌ ଏନ୍‌ଫୋର୍ସମେଣ୍ଟ । ୨୪ ଘଣ୍ଟାରେ ୨୨ ଲକ୍ଷ ୫୫ ହଜାର ୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ୮୦୨ଟି ଗାଡ଼ି ଜବତ ହୋଇଛି। ୧୨ ଜଣ ଗିରଫ ହୋଇଛନ୍ତି। ୨୦ ତାରିଖ ସକାଳରୁ ୨୨ ତାରିଖ ସକାଳ ମଧ୍ୟରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କୋଭିଡ୍‌…