Browsing Tag

rto office open

ପୂଜା ଛୁଟିରେ ଖୋଲା ରହିବ ଆରଟିଓ ଅଫିସ୍‌ର ପଞ୍ଜିକରଣ ବିଭାଗ

ଭୁବନେଶ୍ବର(କେନ୍ୟୁଜ୍): ପୂଜା ଛୁଟିରେ ଖୋଲା ରହିବ ଆରଟିଓ ଅଫିସ୍‌ର ପଞ୍ଜିକରଣ ବିଭାଗ । ଅକ୍ଟୋବର ୫ରୁ ୭ ତାରିଖ ଅପରାହ୍ନ ୩ଟାରୁ ୫ଟା ଯାଏ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର । ଗାଡି ଡିଲରମାନେ ରେଜିଷ୍ଟ୍ରେସନ୍‌ ପାଇଁ ଆବଶ୍ୟକ କାଗଜପତ୍ର ଅଫିସ୍‌ରେ ଦାଖଲ କରି…