Browsing Tag

rule and puja importance

ବିଶ୍ବକର୍ମା ଧରିତ୍ରୀକୁ ମେରୁ ପର୍ବତ ଜଳରେ ରଖି ସୃଷ୍ଟିକୁ ସ୍ଥିର କରିଥିଲେ, ସେବେଠାରୁ ସେ ଦୁନିଆର ପ୍ରଥମ ବାସ୍ତୁକାର

ବାସ୍ତୁକଳା ଏବଂ ଇଂଜିନିୟରିଂ ଦେବତା ଭଗବାନ ବିଶ୍ବକର୍ମାଙ୍କ ଜୟନ୍ତୀ ଆଜି ପାଳନ କରାଯାଉଛି। ଏହି ଦିନରେ ବିଭିନ୍ନ ଇଂଜିନିୟରିଂ କଳାକାରଖାନା, ଉଦ୍ଦ୍ଯୋଗିକ ପ୍ରତିଷ୍ଠାନରେ ପୂଜାର୍ଚ୍ଚନା କରାଯାଉଛି। ମାନ୍ଯତା ରହିଛି କି, ଭଗବାନ ବିଶ୍ବକର୍ମା ଦୁନିଆର ପ୍ରଥମ ବାସ୍ତୁକାର। ଭଗବାନ ବ୍ରହ୍ମାଙ୍କ…