Browsing Tag

Sale of junk food

ସ୍କୁଲ ପରିସରଠୁ ୫୦ ମିଟର ଭିତରେ ବିକ୍ରି ହୋଇପାରିବନି ଜଙ୍କ ଫୁଡ, ବିଜ୍ଞାପନ ଉପରେ ବି ଲାଗିଲା ରୋକ

ଖାଦ୍ୟ ନିୟାମକ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ(FSSAI) ସ୍କୁଲ ପରିସରଠୁ ୫୦ ମିଟର ଭିତରେ ଏବଂ ସ୍କୁଲ କ୍ୟାଣ୍ଟିନରେ ଜଙ୍କ ଫୁଡର ବିକ୍ରି ଓ ବିଜ୍ଞାପନ ଉପରେ ରୋକ ଲଗାଇଛି। FSSAI ପକ୍ଷରୁ କୁହାଯାଇଛି, ସ୍କୁଲ ପିଲାମାନଙ୍କ ଲାଗି ସୁରକ୍ଷିତ ତଥା ପୋଷଣ ଖାଦ୍ୟକୁ ପ୍ରୋତ୍ସାହିତ…