Below header
Browsing Tag

saline

‘ନିଜ ସାଲାଇନ ନିଜେ ଧରନ୍ତୁ’, ଏ ହେଉଛି ପୁରୀ ମେଡିକାଲର ସ୍ବାସ୍ଥ୍ୟସେବା

ହସ୍ପିଟାଲ ବେଡ୍‌ ପାଖରେ ନାହିଁ ସାଲାଇନ୍‌ ଷ୍ଟାଣ୍ଡ। ନିଜ ହାତରେ ସାଲାଇନ୍‌ ବୋତଲ ଧରିଲେ ରୋଗୀ। ରାତି ସାରା ଏମିତି ଚାଲିଲା ରୋଗୀ ସେବା। ଘଟଣା କୌଣସି ଉପାନ୍ତ ଅଞ୍ଚଳ ହସ୍ପିଟାଲର ନୁହେଁ। ପୁରୀ ଜିଲ୍ଲା ସଦର ହସ୍ପିଟାଲର ଘଟଣା। ମାଟି ମଣ୍ଡପ ସାହିରେ ରହୁଥିବା ବୀରବଳଭଦ୍ରପୁର ଗାଁର ଦିଲ୍ଲୀପ…