Below header
Browsing Tag

same sex couple

ଲେସବିୟାନ୍ କପଲ ହେଲେ ମା’, ଦୁଇଜଣଙ୍କ ପେଟରେ ବଢ଼ୁଥିଲା ଛୁଆ!

ୟୁକେର ଏକ ଲେସବିୟାନ୍ କପଲ ସନ୍ତାନ ଜନ୍ମ ଦେଇ ମାତୃତ୍ଵ ସୁଖ ଲାଭ କରିଛନ୍ତି, ଯାହାକୁ ଦୁନିଆର ପ୍ରଥମ ଘଟଣା ବୋଲି କୁହାଯାଉଛି। ସେମାନେ ହେଲେ ଜସ୍ମିନ୍ ଫ୍ରାନ୍ସିସ୍ ସ୍ମିଥ୍ ଓ ଡୋନା। ଦୁହେଁ ୩୦ ସେପ୍ଟେମ୍ବରରେ ମା’ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ତେବେ ଡୋନାଙ୍କ ଗର୍ଭରେ ଜସ୍ମିନଙ୍କ ଏଗ୍…