Browsing Tag

Sampark Kranti Express

ବଗିରୁ ଦୁଇଥର ଅଲଗା ହେଲା ସମ୍ପର୍କକ୍ରାନ୍ତି ଏକ୍ସପ୍ରେସର ଇଞ୍ଜିନ୍‌, ଯାଞ୍ଚ ପରେ ଛାଡିଲା ଟ୍ରେନ୍

ଦିଲ୍ଲୀ: ସମ୍ପର୍କ କାଟିଲା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ । ଦିଲ୍ଲୀ ଆନନ୍ଦ ବିହାର ଷ୍ଟେସନ ଛାଡିବା ପରେ ବଗିରୁ ଇଞ୍ଜିନ ଅଲଗା ହୋଇଯାଇଥିଲା । ଦୁଇଥର ଏଭଳି ବଗିରୁ ଇଞ୍ଜିନ ଅଲଗା ହୋଇଥିଲା । ଆନନ୍ଦ ବିହାର ଷ୍ଟେସନ ପରେ ଟୁଣ୍ଡଲା ଷ୍ଟେସନରେ ମଧ୍ୟ ବଗିଠାରୁ ଇଞ୍ଜନ ଅଲଗା ହୋଇଥିଲା । ପୁଣିଥରେ…