Below header
Browsing Tag

samsung galaxy s 23 ultra

ସାମସଙ୍ଗ ଗାଲେକ୍ସି ଏସ23 ଅଲଟ୍ରା ସ୍ମାର୍ଟଫୋନ ଉପରେ ଆମାଜନର ଭାରି ଡିସକାଉଣ୍ଟ, ମାତ୍ର ୭୭ ହଜାର ଟଙ୍କାରେ କିଣି…

କେନ୍ୟୁଜ୍‌(ବ୍ୟୁରୋ): ନୂଆ ଫିଚରରେ ସାମସଙ୍ଗ ଗାଲେକ୍ସି ଏସ23 ଅଲଟ୍ରା । ମାର୍କେଟରେ ଏହାଏକ ବେଷ୍ଟ ସ୍ମାର୍ଟଫୋନ ହୋଇ ରହିଛି । ଏହାର ପରଫରମାନ୍ସ, ୟୁନିକ ଏସ-ପେନ୍‌ ଫିଚର ଓ ଏହାର କ୍ୟାମେରା କ୍ୱାଲିଟି ପାଇଁ ଏହା ସବୁବେଳେ ଗାଲେକ୍ସି ଫ୍ୟାମେଲିର ଶୀର୍ଷରେ ରହିଆସିଛି । ଏବେ ଏହି ଫୋନକୁ ଯଦି…

ମାର୍କେଟରେ ଧମାଲ କରିବ ସାମସଙ୍ଗ ଗାଲାକ୍ସି ଏସ ୨୩ ଅଲଟ୍ରା, ଦୁନିଆର ଦ୍ୱିତୀୟ ୨୦୦ମେଗା ପିକ୍ସେଲର କ୍ୟାମ ସ୍ମାର୍ଟଫୋନ

ସାମସଙ୍ଗ ଗାଲାକ୍ସି ଏସ ୨୩ ଅଲଟ୍ରା । ନାଁ ଆପଣ ପ୍ରଥମ ଶୁଣୁଛନ୍ତି । କାରଣ ଏହା ଏବେ ଏବେ ସାମନାକୁ ଆସିବାକୁ ଯାଉଛି । ଅଫିସିଆଲ ଲଞ୍ଚିଂ ପ୍‌ୂର୍ବରୁ ହିଁ ଏହି ମୋବାଇଲ ବିଷୟରେ ସୂଚନା ସାମନାକୁ ଆସିଛି । ଏକ ରିପୋର୍ଟ ହିସାବରେ ସାମସଙ୍ଗର ଏହି ଫ୍ଲୋଗସିପ ଫୋନରେ ୨୦୦ମେଗାପିକ୍ସେଲର କ୍ୟାମେରା…