Below header
Browsing Tag

Samsung smart phone

ଡୁଆଲ ଡିସପ୍ଳେ ସହ ସାମସଙ୍ଗ ଉଠାଇଲା ତାହାର ଫୋଲ୍ଡେବଲ ସ୍ମାର୍ଟଫୋନ୍ ଉପରୁ ପରଦା

ନୂଆଦିଲ୍ଲୀ : ଗ୍ରାହକଙ୍କ ଆପେକ୍ଷାର ଅନ୍ତ ଘଟିଛି। ଦକ୍ଷିଣ କୋରିଆ କମ୍ପାନି ସାମସଙ୍ଗ ନିଜର ପ୍ରଥମ ଫୋଲ୍ଡେବଲ ସ୍ମାର୍ଟଫୋନର ଡିଜାଇନ ଏବଂ ଫିଚର ସାର୍ବଜନିକ କରିଛି। ଏହି ସ୍ମାର୍ଟଫୋନର ସବୁଠାରୁ ଖାସ କଥା ହେଉଛି ଏହାକୁ ଭର୍ଟିକାଲ ଫୋଲ୍ଡ କରାଯାଇପାରିବ। ଏହି ସ୍ମାଟଫୋନର ଡିସପ୍ଲେ ୭.୩ ଇଞ୍ଚ…