Browsing Tag

sanjaya rout

‘ମୋଦି ଲହର ଶେଷ’, କର୍ଣ୍ଣାଟକରେ କଂଗ୍ରେସର ବଡ ସଫଳତା ପରେ ସଂଜୟ ରାଉତଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବଡ଼ ସଫଳତା ପରେ ଶିବ ସେନା (ୟୁବିଟି) ନେତା ସଂଜୟ ରାଉତ ଭାରତୀୟ ଜନତା ପାର୍ଟି (ବିଜେପି)କୁ ସମାଲୋଚନା କରିଛନ୍ତି । ସେ ଏକ ଟିପ୍ପଣୀ ଦେଇ କହିଛନ୍ତି, ‘ଦେଶରେ ମୋଦି ଲହର’ ଶେଷ ହୋଇଛି । କଂଗ୍ରେସ ରାଜ୍ୟରେ ୧୩୫ ଟି ଆସନରେ…