Browsing Tag

sankhari artist

ସଙ୍କଟରେ ସଙ୍ଖାରୀ ସମ୍ପ୍ରଦାୟର କୌଳିକ ବୃତ୍ତି: କରୋନା ଛଡାଇ ନେଇଛି ଏମାନଙ୍କ ପରିଚୟ, ଖାଲି ସରକାରୀ ସହାୟତାକୁ…

ଗୁଣୁପୁର: ଦିନେ ଗାଁ ଦାଣ୍ଡରେ ଝିଅ ବୋହୂମାନେ ଆନାଇ ବସୁଥିଲେ କେତେବେଳେ ଆସିବ ସଙ୍ଖାରୀ ପୁଅ । ତାଠାରୁ ଦିମୁଠା ଲାଖ ବସା ଚୁଡି କିଣିବେ। ଖାଲି ସେତିକି ନୁହେଁ ମାର୍ଗଶିର ମାସ ଆସିଲେ ଖୋଜା ପଡୁଥିଲା ସଙ୍ଖାରୀ ସମ୍ପ୍ରଦାୟର ଲାଖ କାରିଗରଙ୍କୁ । ହେଲେ ଆଜି ସେ ସବୁ ସ୍ବପ୍ନ । ଏବେ ସଙ୍କଟରେ…