Below header
Browsing Tag

santosh anand

ନେହା କକ୍କର ଦେଖାଇଲେ ବଦାନ୍ୟତା, ଲୋକପ୍ରିୟ ଗୀତିକାର ସନ୍ତୋଷ ଆନନ୍ଦଙ୍କୁ କରଜକୁ ବଞ୍ଚାଇବା ପାଇଁ ଦେଲେ ୫ ଲକ୍ଷ ଟଙ୍କା

ବଲିଉଡ ଗାୟିକା ନେହା କକ୍କର ଜଣେ ଭଲ ଗାୟିକା ସହିତ ଜଣେ ଭଲ ମଣିଷ ମଧ୍ୟ। ନେହା କେତେ ଯେ ଭାବବିହ୍ବଳ ତାହା ଆପଣ ଇଣ୍ଡିଆନ ଆଇଡଲ ମଞ୍ଚରେ ନିଶ୍ଚିତ ଦେଖିଥିବେ। ନିକଟରେ ନେହା ପୁଣି ଏମିତି ଏକ ବଦାନ୍ୟତା ଦେଖାଇଛନ୍ତି, ଯାହା ବିଷୟରେ ଶୁଣିଲେ ଆପଣ ମଧ୍ୟ ପ୍ରଶଂସା କରିବେ। ନେହା ଲୋକପ୍ରିୟ…