Browsing Tag

saptapuri amavasya

ଆଜି ସପ୍ତପୁରୀ ଅମାବାସ୍ୟା: ଶ୍ରୀଜିଉଙ୍କଠାରେ ଲାଗି ହେବ ସପ୍ତପୁରୀ ଭୋଗ

ପୁରୀ(କେନ୍ୟୁଜ୍): ଆଜି ସପ୍ତପୁରୀ ଅମାବାସ୍ୟା। ଶ୍ରୀଜିଉଙ୍କଠାରେ ଲାଗି ହେବ ସପ୍ତପୁରୀ ଭୋଗ। ଆଜିର ଏହି ଅମାବାସ୍ୟା ତିଥିରେ ଓଡ଼ିଆ ଜାତିର ଆରାଧ୍ୟ ଦେବତା ଭଗବାନ ଶ୍ରୀଜଗନ୍ନାଥଙ୍କ ଠାରେ ସପ୍ତପୁରୀ ଭୋଗ ଲାଗିଥାଏ । ଆଜି ଠାକୁରଙ୍କ ଅବକାଶ ନୀତି ସରିବା ପରେ ଠାକୁରଙ୍କୁ ବେଶ କରାଯାଇଥିଲା।…

ସୁବର୍ଣ୍ଣପୁର ଜିଲ୍ଲାର ପୁରା ଉଆଁସ ପର୍ବ: ଯେତିକି କୈାତୁହଳ ପୂର୍ଣ୍ଣ, ସେତିକି ଶିକ୍ଷଣୀୟ

ସୁବର୍ଣ୍ଣପୁର: ସପ୍ତପୁରୀ ଅମାବାସ୍ୟା ଦିନ ସୁବର୍ଣ୍ଣପୁର ସହର ସମେତ ସମଗ୍ର ଜିଲ୍ଲାରେ ପାଳନ କରାଯାଏ ଏହି ପୁରା ଉଆଁସ ପର୍ବ । ଏହି ଦିନପାଇଁ ଛୋଟ ଝିଅମାନେ ଖେଳୁଥିବା ମାଟି ତିଆରି ଘର କରଣା ଜିନିଷ ଆଗରୁ ସଂଗ୍ରହ କରି ରଖିଥାନ୍ତି । ସାତ ପ୍ରକାରର ଶସ୍ୟଯାତ ଖାଦ୍ୟ ପଦାର୍ଥ ଛୋଟ ଛୋଟ…

ଆଜି ସପ୍ତପୁରୀ ଅମାବାସ୍ୟା,ଆଲାମଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଶ୍ରୀମନ୍ଦିରକୁ ଆସିଛି ସପ୍ତପୁରୀ ତାଡ

ପୁରୀ(କେନ୍ଯୁଜ୍): ଆଜି ସପ୍ତପୁରୀ ଅମାବାସ୍ୟା । ଶ୍ରୀମନ୍ଦିରରେ ଏହି ତିଥିକୁ ବିଶେଷ ଭାବେ ପାଳନ କରାଯିବାର ବିଧି ରହିଛି । ଗତକାଲି ଆଲାମଚଣ୍ଡୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ସପ୍ତପୁରୀ ତାଡ ଶ୍ରୀମନ୍ଦିରକୁ ଆସିଛି । ଭାଦ୍ରବ ଅମାବାସ୍ୟା ତିଥିରେ ଏହି ସ୍ୱତନ୍ତ୍ର ସପ୍ତପୁରୀ ପିଠା ପ୍ରସ୍ତୁତ…