Below header
Browsing Tag

satkoshia

ଆସିଗଲା ଶୀତଋତୁ: ସଜେଇ ହୋଇଛି ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ, ୧୫ରୁ ବାଲୁକା ଟେଣ୍ଟର ମଜା ନେବେ ପର୍ଯ୍ୟଟକ

ନୟାଗଡ(କେନ୍ୟୁଜ୍): ଶୀତଋତୁ ଆଗମନରେ ଚଳଚଞ୍ଚଳ ହେଉଛି ପ୍ରତ୍ୟେକ ପର୍ଯ୍ୟଟନସ୍ଥଳୀ । ଭୋଜିଭାତ ସାଙ୍ଗକୁ ସାତକୋଶିଆ ଗଣ୍ଡର ପ୍ରକୃତିର ଶୋଭାରାଜିର ଭରପୁର ମଜ୍ଜା ନେଇଥାନ୍ତି ପର୍ଯ୍ୟଟକ । ନୟାଗଡ଼ ଜିଲ୍ଲା ମହାନଦୀ ପଠାରେ ରହିଛି ରାଜ୍ୟର ଏକମାତ୍ର ସ୍ୟାଣ୍ଡ ରିସର୍ଟ । ଯେଉଁଠାରେ ତମ୍ବୁ ତଳେ…

ଅନୁଗୁଳ ଓ ସାତକୋଶିଆ ବନଖଣ୍ଡର ବିଭିନ୍ନ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ, ବାଉଁଶ ପୂର୍ଣ୍ଣଜନନରେ ହେରଫେର ନେଇ ୪୦ ଜଣିଆ…

ଅନୁଗୁଳ: ଅନୁଗୁଳ ଓ ସାତକୋଶିଆ ବନଖଣ୍ଡର ବିଭିନ୍ନ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ । ବାଉଁଶ ପୂର୍ଣ୍ଣଜନନରେ ହେରଫେର ନେଇ ଚାଲିଛି ଚଢ଼ାଉ। ଲୋକାଯୁକ୍ତରେ ଏ ନେଇ ହୋଇଥିଲା ଅଭିଯୋଗ । ଦୁଇ ଦିନ ଧରି ପ୍ରାୟ ୪୦ ଜଣିଆ ସଦସ୍ୟ ଏହି ଚଢ଼ାଉରେ ସାମିଲ ହୋଇଥିବା ସୂଚନା । ଅନୁଗୁଳ ବନଖଣ୍ଡ ବନ୍ତଳା…