Below header
Browsing Tag

sayesha saigal

ନିଜଠୁ ୧୭ବର୍ଷ ବଡ଼ ଏହି ସାଉଥ ଅଭିନେତାଙ୍କୁ ବିବାହ କରୁଛନ୍ତି ଦିଲିପ କୁମାରଙ୍କ ନାତୁଣୀ

ମୁମ୍ବାଇ : ଅଜୟ ଦେବଗନଙ୍କ ଫିଲ୍ମ ‘ଶିବାୟ’ରୁ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତ୍ରୀ ସାୟେଶା ସେହଗଲ୍ ଖୁବ୍ ଶୀଘ୍ର ହେବାକୁ ଯାଉଛନ୍ତି ଦୁଲହନ୍। ଆଜ୍ଞା ହଁ, ଅଭିନେତ୍ରୀ ପ୍ରସିଦ୍ଧ ତାମିଲ ଅଭିନେତା ଆର‌୍ୟ୍ୟଙ୍କୁ ବିବାହ କରିବାକୁ ଯାଉଛନ୍ତି। ସାୟେଶା ହେଉଛନ୍ତି ଅଭିନେତ୍ରୀ ସାୟେରା ବାନୁ…