Below header
Browsing Tag

sbi cuts mclr

SBI ଗ୍ରାହକଙ୍କ ପାଇଁ ବଡ଼ ଖବର: ଏଥର ଋଣ ନେଲେ ଦେବାକୁ ପଡ଼ିବ ଅଧିକ EMI

ଯଦି ଆପଣ ଏକ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକ ତେବେ ଏହି ଖବର ଆପଣଙ୍କ ପାଇଁ। ବ୍ୟାଙ୍କ ଗ୍ରାହକଙ୍କୁ ଝଟକା ଦେଇ ମାର୍ଜିନାଲ କୋଷ୍ଟ ଅଫ୍ ଲୋଡିଙ୍ଗ ରେଟରେ ୧୦ ଆଧାର ପଏଣ୍ଟ ବୃଦ୍ଧି କରିଦେଇଛି। ବ୍ୟାଙ୍କର ୱେବସାଇଟ୍ ଅନୁଯାୟୀ, ଏହି ପରିବର୍ତ୍ତନ ଏପ୍ରିଲ୍ ୧୫ ରୁ କାର୍ଯ୍ୟକାରୀ…

ଋଣ ଶସ୍ତା ହେବାକୁ ନେଇ ଘୋଷଣା କଲା SBI, ସିନିୟର ସିଟିଜେନଙ୍କ ପାଇଁ ରହିଛି ଖାସ ରିହାତି

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଆଜି ନିଜର କରଜ ଦର ଉପରେ ହ୍ରାସକୁ ନେଇ ଘୋଷଣା କରିଛି। ବ୍ୟାଙ୍କ ଅନୁଯାୟୀ MCLRରେ ୧୫ ବେସ ପଏଣ୍ଟ ହ୍ରାସ କରିଛି। ବ୍ୟାଙ୍କ ଜଣାଇଥିବା ସୂଚନା ଅନୁଯାୟୀ ଏକ ବର୍ଷ ପାଇଁ MCLR ୭.୪ ପ୍ରତିଶତରୁ ହ୍ରାସ ପାଇ ୭.୨୫ ପ୍ରତିଶତ ହୋଇଯାଇଛି। ଏହା MCLRର ଲଗାତର ୧୨ତମ…