ବସୋଈ ଗାଁର ଛାତିଥରା ଘଟଣା: ଧରାପଡିଲା ମକୁ, ପୋଲିସ୍ କଲା ସିନ୍ ରିକ୍ରିଏସନ
କାମାକ୍ଷାନଗର: ନୂଆବର୍ଷରେ ସ୍ତ୍ରୀ ମଥାରୁ ଲିଭିଥିଲା ସିନ୍ଦୁର ଆଉ ବାପ ଛେଉଣ୍ଡ ହୋଇଥିଲେ ଦୁଇ ଦୁଇଟା ଛୁଆ । ଚିକେନ୍ ଆଣିବାକୁ ଯାଇଥିଲେ ଯୁବକ । ହେଲେ ଗାଁ ଦାଣ୍ଡରେ ମିଳିଲା ତାଙ୍କ ଶରୀର ଖଣ୍ଡ ଖଣ୍ଡ ଅଂଶ । ଗତ ୧ତାରିଖ ବର୍ଷର ପ୍ରଥମ ଦିନରେ ଘଟିଥିଲା ଏହି ବିଭତ୍ସ ହତ୍ୟାକାଣ୍ଡ । ଯାହା…