Below header
Browsing Tag

school van accident

ସ୍କୁଲ ଗାଡି ଦୁର୍ଘଟଣା ଗ୍ରସ୍ତ: ରାସ୍ତା ତଳକୁ ଖସିଗଲା ଭ୍ୟାନ, ୧୩ ଆହତ

ପାରାଦୀପ (କେନ୍ୟୁଜ): ପାରାଦୀପରୁ ଯାଉଥିବା ଆଦର୍ଶ ବିଦ୍ୟାଳୟର ସ୍କୁଲ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ। ଫଳରେ ଗାଡ଼ିରେ ଥିବା ୧୧ ଛାତ୍ରଛାତ୍ରୀଙ୍କ ସମେତ ୨ ଶିକ୍ଷୟିତ୍ରୀ ଆହତ ହୋଇଛନ୍ତି। ଏପରି ଏକ ଦୁର୍ଘଟଣା ଆଜି ସକାଳେ ଘଟିଛି । ଖବର ଅନୁଯାୟୀ ଆଜି…

ନିମାପଡ଼ା ଥାନା ତୁଳସୀପୁର ଠାରେ କେନାଲକୁ ଖସିଲା ସ୍କୁଲ ଭ୍ୟାନ୍, ଦୁର୍ଘଟଣାରେ ୧୭ ଛାତ୍ରଛାତ୍ରୀ ଆହତ

ନିମାପଡ଼ା: ରାସ୍ତା କଡ଼କୁ ଓଲଟିଲା ସ୍କୁଲ ଭ୍ୟାନ। ଦୁର୍ଘଟଣାରେ ଆହତ ହେଲେ ୧୭ ଛାତ୍ରଛାତ୍ରୀ। ପୁରୀ ଜିଲ୍ଲା ନିମାପଡ଼ା ଥାନା ତୁଳସୀପୁର- ଶ୍ରୀକୋଇଲି ରାସ୍ତାରେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଭ୍ୟାନ ରାସ୍ତାକଡ଼ ନାଳକୁ ଖସିପଡ଼ିଥିଲା। ସ୍ଥାନୀୟ ଲୋକେ କେନାଲରୁ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି…

ଯାଜପୁରରେ ଓଲଟିଲା ସ୍କୁଲ ଭ୍ୟାନ୍ , ଅଳ୍ପକେ ବର୍ତ୍ତିଲେ ୧୫ରୁ ଅଧିକ ଛାତ୍ରଛାତ୍ରୀ

ଯାଜପୁର(କେନ୍ୟୁଜ୍) : ଯାଜପୁର ଓଲଟିଲା ସ୍କୁଲ ଭ୍ୟାନ । ଅଳ୍ପକେ ବର୍ତ୍ତିଲେ ୧୫ରୁ ଅଧିକ ଛାତ୍ରଛାତ୍ରୀ । ଘଟଣା ଘଟିଛି କୁଆଖିଆ ଥାନା ଅତଲାପୁର ଗାଁ ମସଜିଦ ନିକଟରେ । ସ୍ଥାନୀୟ ଏକ ଘରୋଇ ଇଂଲିସ୍ ମିଡିୟମ ସ୍କୁଲର ଛାତ୍ରୀଙ୍କୁ ନେଇ ଯାଉଥିବା ବେଳେ ହଠାତ୍‌ ଭାରସାମ୍ୟ ହରାଇ ଭ୍ୟାନଟି ନିକଟସ୍ଥ…

କେନ୍ଦ୍ରାପଡ଼ା : କେନାଲକୁ ଖସିଲା ସ୍କୁଲ ଭ୍ୟାନ୍, ଅଳ୍ପକେ ବର୍ତ୍ତିଲେ ୧୪ଜଣ ଛାତ୍ରଛାତ୍ରୀ

କେନ୍ଦ୍ରାପଡ଼ା (କେନ୍ୟୁଜ୍) : କେନାଲକୁ ଖସିଲା ସ୍କୁଲ ଭ୍ୟାନ୍ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଲକ୍ଷ୍ମୀନାରାୟଣପୁର ଗାଁ ନିକଟରେ ଏକ ଘରୋଇ ସ୍କୁଲ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଜି ସକାଳେ ଗାଡିଟି ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଯାଉଥିବାବେଳେ ଭାରସାମ୍ୟ ହରାଇ କେନାଲ ଭିତରକୁ ଖସି…