Below header
Browsing Tag

scuffle

ଯାଜପୁର: ବରୀ ପଞ୍ଚାୟତ ସମିତିର ସାଧାରଣ ପରିଷଦ ବୈଠକରେ ଠେଲାପେଲା ଓ ମାରପିଟ, ଚାଲିପାରିଲା ନାହଁ ବୈଠକ

ଯାଜପୁର (କେନ୍ୟୁଜ) ଦୁଇ ରାଜନୈତିକ ଦଳର ସମର୍ଥିତ ଲୋକ ପ୍ରତିନିଧିଙ୍କ ମଧ୍ୟରେ ହଟ୍ଟଗୋଳ। ଫଳରେ ଚାଲିପାରିଲା ନାହଁ ପଞ୍ଚାୟତ ସମିତିର ସାଧାରଣ ପରିଷଦ ବୈଠକ। ଏଭଳି ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବରୀ ପଞ୍ଚାୟତ ସମିତିର ସାଧାରଣ ପରିଷଦ ବୈଠକରେ। ବୈଠକ ଆରମ୍ଭରୁ…