Browsing Tag

sea gold

‘ସମୁଦ୍ର ସ୍ୱର୍ଣ୍ଣ’ କୁହାଯାଉଥିବା ୨୨ କିଲୋ ଓଜନର ଏହି ମାଛ ୧ ଲକ୍ଷ ୪୩ ହଜାର ଟଙ୍କାରେ ନିଲାମ !

ଓଡ଼ିଆରେ ଏକ ବିରଳ ସାମୁଦ୍ରିକ ମାଛ ୧ ଲକ୍ଷ ୪୩ ହଜାରରେ ନିଲାମ ହୋଇଛି। ଏହି ମାଛର ଓଜନ ୨୨ କିଲୋ। ଏହାକୁ ସ୍ଥାନୀୟ ଭାଷାରେ ତେଲିଆ ମାଛ କୁହାଯାଇଥାଏ। ଭଦ୍ରକ ଜିଲ୍ଲା ଧାମରା ବନ୍ଦରର ଚନ୍ଦନୀପାଲରେ ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ମାଛଟି ଫସିଯାଇଥିଲା। ମାଛକୁ ମୁମ୍ବାଇର ଏକ ଫାର୍ମାସ୍ୟୁଟିକଲ…