Below header
Browsing Tag

sex racket bused

ପାଣିକୋଇଲି ଛକ ନିକଟ ହୋଟେଲରୁ ସେକ୍ସ ରାକେଟ ଠାବ, ୬ ଗିରଫ

ଯାଜପୁର ରୋଡ଼(କେନ୍ୟୁଜ୍): ଯାଜପୁର ଜିଲ୍ଲା ପାଣିକୋଇଲି ପୋଲିସକୁ ମିଳିଛି ବଡ଼ ସଫଳତା। ପାଣିକୋଇଲି ଛକ ନିକଟ ଏକ ହୋଟେଲରୁ ସେକ୍ସ୍ ରାକେଟ ଠାବ କରିବାରେ ପୋଲିସ ସକ୍ଷମ ହୋଇଛି। ସେଠାରୁ ଜଣେ ଜଣେ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ହୋଟେଲ ମାଲିକ ଓ ମ୍ୟାନେଜରଙ୍କ…