Below header
Browsing Tag

Sex Rackets Busted in cuttack

କଟକରେ ପୁଣି ଠାବ ହେଲା ସେକ୍ସ ରାକେଟ, ଯୁବତୀଙ୍କ ସହ ତିନି ଯୁବକ ଗିରଫ

କଟକ(କେନ୍ୟୁଜ) : କଟକରେ ପୁଣି ଠାବ ହେଲା ସେକ୍ସ ରାକେଟ। ଏହି ଘଟଣାରେ ଜଣେ ଯୁବତୀ ଙ୍କ ସହ ତିନି ଯୁବକଙ୍କୁ ଗିରଫ କରିଛି ମର୍କତନଗର ଥାନା ପୋଲିସ। ଜଣେ ମହିଳା କିଙ୍ଗ ପିନ,ଜଣେ ପୁରୁଷ ଗ୍ରାହକ, ଜଣେ ଦଲାଲ,ଆଉ ଜଣେ ହୋଟେଲ କର୍ମଚାରୀ। ଏକ ଡିଭିଡ଼ି ପ୍ଲେୟର ସହ ବହୁ ଆପତ୍ତି ଜନକ ସାମଗ୍ରୀ ଜବତ…