ବିଗ୍ବସ୍ ୧୩ ଫେମ୍ ଶେହନାଜ ଗିଲଙ୍କ ପିତାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଏବେ ଫେରାର
ପ୍ରଖ୍ୟାତ ପଞ୍ଜାବୀ ଗାୟିକା ତଥା ବିଗ୍ ବସ୍ ୧୩ର ଶ୍ରେଷ୍ଠ ଏଣ୍ଟରଟେନର ସେହନାଜ୍ ଗିଲଙ୍କ ପିତା ସନ୍ତୋକ ସିଂହ ସୁଖଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଛି । ବନ୍ଧୁକ ଦେଖାଇ ପଞ୍ଜାବର ଜଣେ ୪୦ ବର୍ଷୀୟା ମହିଳାଙ୍କୁ ସେ କାର ଭିତରେ ବଳାତ୍କାର କରିଥିବା ଅଭିଯୋଗ ହୋଇଛି ।
ପୀଡ଼ିତା ମହିଳାଙ୍କ…