ପ୍ରତିଦିନ କରନ୍ତୁ ଶବାସନ, ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମିଳିବ ମୁକ୍ତି
ବର୍ତ୍ତମାନ ସମୟରେ ହେଲଦି ଏବଂ ଫିଟ ରହିବା ପାଇଁ ପ୍ରତିଦିନ କିଛି ନା କିଛି ନା ଫିଜିକାଲ ଆକ୍ଟିଭିଟି, ଯୋଗ ଓ ଆସନ କରିବା ବହୁତ ଜରୁରୀ । ଯାହାଫଳରେ ଆପଣ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇପାରିବେ । କିନ୍ତୁ ସବୁ ଆସନ ମଧ୍ୟରେ ଶବାସନ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ…