Browsing Tag

Shiv Sena bow and arrow symbol

ଶିବସେନାର ନାଁ ଓ ଧନୁ ତୀର ଚିହ୍ନ ପାଇଁ ହୋଇଛି ୨ହଜାର କୋଟିର ଡିଲ୍ : ସଞ୍ଜୟ ରାଉତ

ନୂଆଦିଲ୍ଲୀ : ଶିବସେନାର ନାଁ ଓ ଧନୁ ତୀର ଚିହ୍ନ ପାଇଁ ହୋଇଛି ୨ହଜାର କୋଟିର ଡିଲ୍। ଉଦ୍ଧବ ଠାକରେ ଗୋଷ୍ଠୀର ନେତା ସଞ୍ଜୟ ରାଉତ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସିନ୍ଦେ ଗୋଷ୍ଠୀ ଶିବସେନା ନାଁ ଓ ଚିହ୍ନ ହାସଲ କରିବାକୁ ୨ହଜାର କୋଟିର ଡିଲ୍ ଏକ ପ୍ରାଥମିକ ତଥ୍ୟ। ଏହା ଶହେ ପ୍ରତିଶତ ଶତ…