ଆଜିଠୁ ନବରଙ୍ଗପୁର ଜିଲ୍ଲା ସଟ୍ଡାଉନ: ସକାଳ ୫ଟାରୁ ୨୨ ତାରିଖ ମଧ୍ୟରାତ୍ରି ଯାଏ କଟକଣା ବଳବତ୍ତର
ନବରଙ୍ଗପୁର: ଆଜିଠୁ ନବରଙ୍ଗପୁର ଜିଲ୍ଲା ସଟ୍ଡାଉନ । ସକାଳ ୫ଟାରୁ ଜିଲ୍ଲାରେ ସଟ୍ଡାଉନ ଲାଗୁ ହୋଇଛି । ୨୨ ତାରିଖ ମଧ୍ୟରାତ୍ରି ଯାଏ ସଟ୍ଡାଉନ ବଳବତ୍ତର ରହିବ । ଜିଲ୍ଲାରେ କରୋନା ସଂକ୍ରମଣ ବଢୁଥିବାରୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ତେବେ ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି…