Browsing Tag

shyam sunder kalani

ରାମାୟଣରେ ‘ସୁଗ୍ରୀବ’ ଚରିତ୍ରରେ ଅଭିନୟ କରିଥିବା ଶ୍ୟାମ କଲାନିଙ୍କ ନିଧନ, ଦୀର୍ଘଦିନରୁ କ୍ୟାନସରରେ…

ରାମାୟଣ ଧାରାବାହିକରେ ସୁଗ୍ରୀବଙ୍କ ଚରିତ୍ର ନିଭାଇଥିବା ଶ୍ୟାମ କଲାନିଙ୍କ ନିଧନ ହୋଇଛି। 6 ଏପ୍ରିଲରେ ପାଞ୍ଚକୁଲା ନିକଟସ୍ଥ ଅଞ୍ଚଳରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ପରିବାର ଲୋକଙ୍କ ମୁତାବକ, ଶ୍ୟାମ ଦୀର୍ଘ ଦିନ ହେବ କ୍ୟାନସରରେ ପୀଡିତ ଥିଲେ। ଧାରାବାହିକରେ ଲକ୍ଷ୍ମଣ ଭୂମିକାରେ…