୪ଦିନ ପରେ ସ୍ଵାଭାବିକ ହେଲା ମାଲକାନଗିରି ଜିଲ୍ଲା, ବିଭିନ୍ନ ପୋଲ ଉପରୁ ଖସିଲା ପାଣି
ମାଲକାନଗିରି: ୪ ଦିନର ଲଗାଣ ବର୍ଷା ପରେ ମାଲକାନଗିରିରେ ସ୍ଥିତି ସ୍ବାଭାବିକ । ପୋଟେରୁ ,କାଙ୍ଗୁରକୋଣ୍ଡା ,କନ୍ୟାଶ୍ରମ ପୋଲ ଉପରୁ ପାଣି କମିବାରେ ଲାଗିଛି । ଫଳରେ ମାଲକାନଗିରି ରୁ ମୋଟୁ ଏବଂ କାଲିମେଳାରୁ ପଡିଆକୁ ଯାତାୟାତ ସ୍ୱାଭାବିକ ହୋଇଛି । ପାଣି କମିବା ପରେ ଲୋକମାନେ ଭଙ୍ଗା ଘର…