ମୁହଁ ଲୁଚାଇ କାନ୍ଦୁଛି ପାକିସ୍ତାନ,  ୨୦୦ଟଙ୍କାରେ ପହଞ୍ଚିଲା କ୍ଷୀର ଲିଟର

ପଡୋଶୀ ଦେଶ ପାକିସ୍ତାନର ଅବସ୍ଥା ଦିନକୁ ଦିନ ସଂଘାତିକ ହେବାରେ ଲଗିଛି। ବଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ର ଉଚ୍ଚା ଦର ପାଇଁ ଅଜି ପାକ୍ ସରକାରଙ୍କ ଚିନ୍ତା ବଢିଛି। ଶୁକ୍ରବାର ଡଲାର ତୁଳନାରେ ଟଙ୍କା ୧୫୮ ରେ କାରବାର ହେଉଥିବା ଦେଖିବାକୁ ମିଳିଥିଲା ତା ସହ ବିଜୁଳୀ ଦର ମଧ୍ୟ ବଢିବା ସହିତ କ୍ଷୀର ଲିଟର ପ୍ରତି ୨୦୦ଟଙ୍କାରେ ପହଞ୍ଚିଛି।

୧୧ ଦିନ ବ୍ୟାପି ପାକିସ୍ତାନର ଅବସ୍ଥା ହୋଇଛି ସଂକାଟପର୍ଣ୍ଣ

ପାକିସ୍ତାନର ପ୍ରମୁଖ ଖବର କାଗଜ ‘ଡିନ’ ମୁତାବକ ପାକିସ୍ତାନ ଟଙ୍କା ଚଳିତବର୍ଷ ଆରମ୍ଭରୁ ଲଗାତାର ଭାବେ କମିବାରେ ଲାଗିଛି। ବିଗତ ୧୧ ଦିନ ବ୍ୟାପୀ ଏଥିରେ ଦୁର୍ବଳତା ପରିଲିଖିତ ହେଇଛି। ଡଲାର ବଢିବା କାରଣରୁ ପାକିସ୍ତାନରେ ମହଙ୍ଗା ବଢିବାରେ ଲଗିଛି। ଆଗମୀ ଦିନରେ ଯଦି ଏଭଳି ସ୍ଥିତ ଲଗିରହିଲା ତେବେ ଧନୀ ଶ୍ରେଣୀର ବ୍ୟକ୍ତିମାନେ ମଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ ନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.