Browsing Tag

Slapped Student

ହୋମ୍‌ଓ୍ଵାର୍କ କରି ନଥିବା ଛାତ୍ରୀକୁ ୧୬୮ ଚାପୁଡ଼ା, ପାଞ୍ଚ ମାସ ପରେ ଗିରଫ ହେଲେ ଅଭିଯୁକ୍ତ ଶିକ୍ଷକ

ନୂଆଦିଲ୍ଲୀ : ନିଜେ ମାରିଲେନି । ପିଲାଙ୍କ ଦ୍ୱାରା ମାଡ଼ ମରାଇଲେ ଶିକ୍ଷକ । ମଧ୍ୟପ୍ରଦେଶର ହାବୁଆରେ ଏଭଳି କରି ଜଣେ ସ୍କୁଲ ଶିକ୍ଷକ ଗିରଫ ହୋଇ ଜେଲ ଯାଇଛନ୍ତି । ଏହି ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ଅଛି କି, ସେ କ୍ଳାସ୍‌ରେ ଜଣେ ଛାତ୍ରୀକୁ ତାର ସହପାଠୀମାନଙ୍କ ଦ୍ବାରା ୧୬୮ଟି ଚାପୁଡା…