Below header
Browsing Tag

snow storm in ladakh

ଲଦାଖରେ ବରଫ ଝଡ଼, ବରଫ ତଳେ ଚାପି ହୋଇ ରହିଛନ୍ତି ୧୦ ଜଣ

ଲଦାଖ(କେନ୍ୟୁଜ୍) : ଜମ୍ମୁ-କାଶ୍ମୀର ଲଦାଖରେ ବରଫ ଝଡ଼ । ଖାରଦୁଙ୍ଗଲାରେ ପ୍ରବଳ ବରଫ ଝଡ଼ ଯୋଗୁ ୪ଟି ଗାଡ଼ି ଫସି ଯାଇଛି । ବରଫ ତଳେ ଚାପି ହୋଇଯାଇଛନ୍ତି ୧୦ ଜଣ । ଘଟଣା ସଂପର୍କରେ ଜଣାପଡ଼ିବା ପରେ ଏମାନଙ୍କୁ ଉଦ୍ଧାର କରିବା ପାଇଁ ସେନା ଓ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି । ବରଫ…