Below header
Browsing Tag

Solar eclipse

ସୂର୍ଯ୍ୟୋପରାଗରେ ଘରେ କରନ୍ତୁ ଏହି ପୂଜାବିଧି, ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇ କରିବେ ଧନ ବର୍ଷା

ଆସନ୍ତା ୨୧ ତାରିଖରେ ଭାରତରେ ଦୃଶ୍ୟମାନ ହେବାକୁ ଯାଉଛି ସୂର୍ଯ୍ୟୋପରାଗ। ଏହି ଦିନ କେତେକ ବିଶେଷ କାମ କଲେ ଶୁଭଫଳ ପ୍ରାପ୍ତି ହୁଏ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ଅଛି। କୁହାଯାଏ ଯେ ସୂର୍ଯ୍ୟୋପରାଗରେ କେତେକ ସ୍ୱତନ୍ତ୍ର ପୂଜା କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି। ଏହି ପୂଜା ବିଧି…

ଜୁନ୍‌ ୨୧ର ସୂର୍ଯ୍ୟପରାଗରେ ଶେଷ ହେବ କି କରୋନାର ପ୍ରଭାବ! ବୈଜ୍ଞାନିକଙ୍କ ଦାବି

ଏବେ ସାରା ଦୁନିଆ କରୋନା ସହ ଲଢ଼ୁଛି। ଲୋକମାନେ ଏହାକୁ ବର୍ତ୍ତମାନ ସୂର୍ଯ୍ୟପରାଗ ସହ ଯୋଡ଼ୁଥିବା ଦେଖାଯାଇଛି। ଚେନ୍ନାଇର ଜଣେ ବୈଜ୍ଞାନିକ କରୋନା ଭାଇରସ୍‌ ଓ ସୂର୍ଯ୍ୟପରାଗ ମଧ୍ୟରେ ସମ୍ପର୍କ ଥିବା ନେଇ ଦାବି କରିଛନ୍ତି। ରିପୋର୍ଟ ମୁତାବକ ଚେନ୍ନାଇର ଜଣେ ବୈଜ୍ଞାନିକ ଦାବି କରିଛନ୍ତି ଯେ କରୋନା…

ଖଣ୍ଡଗ୍ରାସ କେତୁଗ୍ରସ୍ତ ସୂର୍ଯ୍ୟୋପରାଗ, ଦିନ ୧୧ଟା ୨୯ ମିନିଟ୍‌ ୧୦ ସେକେଣ୍ଡରେ ହେବ ସର୍ବମୋକ୍ଷ

ଭୁବନେଶ୍ବର (କେନ୍ୟୁଜ୍) : ଖଣ୍ଡଗ୍ରାସ କେତୁଗ୍ରସ୍ତ ସୂର୍ଯ୍ୟୋପରାଗ । ସକାଳ ୮ଟା ୨୦ ମିନିଟ ୮ ସେକେଣ୍ଡରେ ସୂର୍ଯ୍ୟ ପରାଗ ସ୍ପର୍ଶ କରିଛି । ଦିନ ୧୧ଟା ୨୯ ମିନିଟ୍‌ ୧୦ ସେକେଣ୍ଡରେ ସର୍ବମୋକ୍ଷ ହେବ । ଦେଶର ବିଭିନ୍ନ ସ୍ଥାନରେ ସୂର୍ଯ୍ୟୋପରାଗ ଦେଖିବାକୁ ମିଳିଛି । ଗୁଜରାଟର ଦ୍ୱାରିକାରେ…

ଆଜି ଖଣ୍ଡଗ୍ରାସ କେତୁଗ୍ରସ୍ତ ସୂର୍ଯ୍ୟୋପରାଗ, ଶ୍ରୀମନ୍ଦିର ସମସ୍ତ ରୀତିନୀତି ବନ୍ଦ

ପୁରୀ (କେନ୍ୟୁଜ୍) : ଆଜି ଖଣ୍ଡଗ୍ରାସ କେତୁଗ୍ରସ୍ତ ସୂର୍ଯ୍ୟୋପରାଗ । ସକାଳ ୮ଟା ୨୦ ମିନିଟ ୮ ସେକେଣ୍ଡରେ ସୂର୍ଯ୍ୟ ପରାଗ ସ୍ପର୍ଶ କରିବ । ଦିନ ୧୧ଟା ୨୯ ମିନିଟ୍‌ ୧୦ ସେକେଣ୍ଡରେ ସର୍ବମୋକ୍ଷ ହେବ । ଏଥିପାଇଁ ଗତକାଲି ସଂଧ୍ୟା ୮ଟା ୨୦ରୁ ଶ୍ରୀମନ୍ଦିର ସମସ୍ତ ରୀତିନୀତି ବନ୍ଦ ରହିଛି । ସାରା…

ବର୍ଷର ଶେଷ ସୂର୍ଯ୍ୟ ଗ୍ରହଣ, ଏହି ରାଶି ଉପରେ ରହିଛି ଅତ୍ୟନ୍ତ ଅଶୁଭ ଯୋଗ

ଚଳିତ ବର୍ଷ ଶେଷ ସୂର୍ଯ୍ୟ ଗ୍ରହଣ ୨୬ ଡିସେମ୍ବର ପଡୁଛି। ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ ଏହି ସୂର୍ଯ୍ୟ ଗ୍ରହଣରେ ସୂର୍ଯ୍ୟ , ଚନ୍ଦ୍ରମାଙ୍କ ସହିତ ଜ୍ଞାନ, ପ୍ରଗତି ଏବଂ ସନ୍ତାନ କାରକ ଗ୍ରହ ଗୁରୁ ବୃହସ୍ପତି ଏହି ତିନୋଟି ଗ୍ରହ ଗୋଟିଏ ରେଖାରେ ହିଁ ରହିବେ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବର୍ଷର…

ଆସନ୍ତା କାଲି ସୂର୍ଯ୍ୟ ପରାଗ: ଭାରତକୁ ହେବ ନାହିଁ ଦୃଶ୍ୟ, ଜାଣନ୍ତୁ ରାଶି ଉପରେ କଣ ରହିବ ପ୍ରଭାବ

ଆସନ୍ତା କାଲି ଚଳିତ ବର୍ଷରେ ଦ୍ବିତୀୟ ସୂର୍ଯ୍ୟ ପରାଗ ପଡୁଛି। ସୂର୍ଯ୍ୟ ପରାଗର ଏହି ଦୃଶ୍ୟ ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର, ଦକ୍ଷିଣମଧ୍ୟ ଆମେରିକା, ଆଣ୍ଟଲାଟିକା ଏବଂ ଆର୍ଜେଣ୍ଟିନାରେ ଦେଖାଯିବ। ଭାରତରେ ଏହା ଦେଖାଯିବ ନାହିଁ। କିନ୍ତୁ ରାଶି ଗ୍ରହ ଉପରେ ଏହାର ପ୍ରଭାବ ପଡ଼ିବ। ଭାରତୀୟ…