Browsing Tag

solar sensor wall light

ସ୍ମାର୍ଟ ତରିକାରେ ବିଜୁଳି ବିଲକୁ ବଞ୍ଚାନ୍ତୁ, ଘରକୁ ଆଣନ୍ତୁ ଶସ୍ତା ଦାମରେ ସୋଲାର ସେନସର ଓ୍ଵାଲ ଲାଇଟ

ଖରାଦିନରେ ସମସ୍ତଙ୍କୁ ବିଜୁଳି ଟେନସନ ଲାଗିରୁହେ। ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ କେହି ଏସି ଉପରେ ନିର୍ଭର କରନ୍ତି ତ ଅନ୍ୟ କେହି କୁଲର। ଯାହା ପାଖରେ ବେଶି ବଜେଟ ନାହିଁ ସେ କେବଳ ଫ୍ୟାନ ଲଗାଇ ବସେ। ଏମିତିରେ ଦିନ ରାତି ୨୪ ଘଣ୍ଟା ଫ୍ୟାନ ଚାଲିବା ମଧ୍ୟ ସ୍ୱଭାବିକ। ଆଉ ଯଦି ଲାଇନ କଟିଯାଏ…