କାଳ ସାଜୁଛି ଘରୋଇ କଳି, ସ୍ୱାମୀ ସ୍ତ୍ରୀ କଳିରେ ବଳି ପଡ଼ିଲେ ବିଚରା ଶଶୁର
ଘରୋଇ କଳି ସବୁ ବେଳେ କାଳ ହେଉଛି । ଏମିତି ଘଟିଛି କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ସିମିଳିପୁର ଗାଁରେ । ସ୍ୱାମୀ ସ୍ତ୍ରୀ କଳିରେ ବିଚରା ବଳି ପଡ଼ିଲେ ତୃତୀୟ ଲୋକ । ଏହି ତୃତୀୟ ଲୋକ ଆଉ କେହି ନୁହେଁ ଝିଅର ବାପା । ମଦ ନିଶାରେ ଆସି ସ୍ତ୍ରୀକୁ ମାଡ଼ ମାରୁଥିଲା ଜ୍ୱାଇଁ । ଝିଅକୁ…