Below header
Browsing Tag

son in law dead

ଶ୍ୱଶୁର ଘର ବାରି ପଟୁ ଉଦ୍ଧାର ହେଲା ଜ୍ୱାଇଁର ମୃତଦେହ

ଗଞ୍ଜାମ (କେ ନ୍ୟୁଜ୍‌) : ଶ୍ୱଶୁର ଘରେ ରହୁଥିଲେ ପ୍ରକାଶ ନାୟକ । ହେଲେ ଘର ବାରିପଟୁ ଆଜି ତାଙ୍କର ମୃତଦେହ ମିଳିଛି । ଗଂଜାମ ଜିଲ୍ଲା ଦିଗପହଣ୍ଡି ଥାନା ଭୀଷ୍ମଗିରି ଗ୍ରାମର ବଳରାମ ନଗରରୁ ପୋଲିସ ତାଙ୍କ ମୃତଦେହକୁ ଜବତ କରିଛି। ଭୀଷ୍ମଗିରି ଗାଁ ର ଭରତ ନାୟକଙ୍କ ଝିଅ ତିନି ବର୍ଷ ପୁର୍ବରୁ…