Browsing Tag

son killed his father

ରକ୍ତ ସଂପର୍କକୁ ଭୁଲିଗଲା ପୁଅ, ଜମିବାଡ଼ି ବିବାଦକୁ ନେଇ ବାପାକୁ ହାଣିଲା

ସୋର : ରକ୍ତ ସଂପର୍କକୁ ଭୁଲିଗଲା ପୁଅ । ଜମିବାଡ଼ି ବିବାଦକୁ ନେଇ ବାପାକୁ ହାଣିଲା ପୁଅ । ଜମିବାଡ଼ି ବିବାଦରୁ ସୋର କୋର୍ଟ ସମ୍ମୁଖରେ ବାପାକୁ ହାଣିଲା ପୁଅ ।  ଗୋଡ଼େଇ ଗୋଡ଼େଇ କଟୁରୀରେ ଦୁଇ ପୁଅ ହାଣିଥିବା ବେଳେ ବାପା ଗୁରୁତର ଆହତ ହୋଇ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବାଲେଶ୍ଵର…

ଶୋଇଥିବା ଅବସ୍ଥାରେ ବୃଦ୍ଧ ବାପାକୁ ଆକ୍ରମଣ କଲା ପୁଅ, ବାପା ମୃତ

ଉମରକୋଟ: ଜନ୍ମକଲା ପୁଅ ଭୁଲିଗଲା ମାନବିକତା । ସବୁ ସୀମା ପାର କରି ନିର୍ମମ ଭାବେ ହତ୍ୟା କଲା ନିଜ ବାପାକୁ । ମୋତେ ବଞ୍ଚାଓ ବଞ୍ଚାଓ କହି ଆକୁଳ ଚିତ୍କାର କରୁଥିଲା ବାପା କିନ୍ତୁ ଶୁଣିଲାନି ଏ ନରହନ୍ତା ପିଶାଚ । ହଁ ଦର୍ଶକବନ୍ଧୁ, ପୁଅର ଟାଙ୍ଗିଆ ମାଡ଼ରେ ୮୦ ବର୍ଷୀୟ ବୃଦ୍ଧ ବାପାର ମୃତ୍ୟୁ ।…

ବନ୍ଧାହେଲା ପିତୃହନ୍ତା ପୁଅ, ବାପାକୁ ହତ୍ୟା କରି ପୋତିଦେଇଥିଲା

ଝାରସୁଗୁଡା : ବନ୍ଧାହେଲା ପିତୃହନ୍ତା ପୁଅ । ବାପାକୁ ହତ୍ୟା କରି ପୋତିଦେଇଥିଲା ସୈତାନ ପୁଅ । ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ବାରତାପ ଗାଁରେ ଘଟିଛି ଏହି ଲୋମହର୍ଷଣକାରୀ ଘଟଣା । ମୃତକ ବିମ୍ବାଧର ପଟ୍ଟା । ପୁଅ ବିଦ୍ୟାଧର ଓ ବାପା ବିମ୍ବାଧରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା…

ନିଶାସକ୍ତ ପୁଅର ଉନ୍ମତ୍ତ କାଣ୍ଡ, ବାପା-ମାଆଙ୍କୁ ହତ୍ୟା କଲା ନୃଶଂସ ପୁଅ

ମୟୂରଭଞ୍ଜ : ନିଶାସକ୍ତ ପୁଅର ଉନ୍ମତ୍ତ କାଣ୍ଡ । ବାପା-ମାଆଙ୍କୁ ହତ୍ୟା କଲା ନୃଶଂସ ପୁଅ । ପ୍ରଥମେ ବାଡେଇଲା, ପରେ ଛେଚିଲା ଓ ଶେଷରେ ହାଣିଲା। ମୟୂରଭଞ୍ଜ ବୈସିଙ୍ଗା ଥାନା ଧାନପାଳ ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ହାଡିବନ୍ଧୁ ସାହୁ ଓ ଶାନ୍ତି ସାହୁ । ଗତକାଲି ରାତିରେ ବାପା-ମାଆ…

ମଦ ନିଶାରେ ବାପକୁ ହତ୍ୟା କଲା ପୁଅ, ମାରଣାସ୍ତ୍ରରେ କଲା ଆକ୍ରମଣ

ମୁମ୍ବାଇ ବାନ୍ଦ୍ରାରୁ ଆସିଲା ଲଜ୍ୟାଜନକ ଘଟଣା । ପାରିବାରିକ ଜୀବନକୁ ନେଇ କଳହ ସୃଷ୍ଟି ।  ପରେ ମଦ ନିଶାରେ ବାପାକୁ ହତ୍ୟା କଲା ପୁଅ । ଶନିବାର ଦିନ ଏପରି ଅଘଟଣ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୁଅକୁ ଗିରଫ କରିଛି ଏବଂ ତଦନ୍ତ ଆରମ୍ଭ କରିଛି । ପୋଲିସ ସୂଚନାନୁଯାୟୀ, ମୁମ୍ବାଇର…

ଜଘନ୍ୟ ହତ୍ୟାକାଣ୍ଡ, ରାଗ ଜର୍ଜରିତ ହୋଇ ବାପାର ମୁଣ୍ଡ କାଟିଦେଲା ପୁଅ

ମୟୂରଭଞ୍ଜ : ବାପାର ମୁଣ୍ଡ କାଟିଦେଲା ପୁଅ । ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅଞ୍ଚଳରେ ଏପରି ବୀଭତ୍ସ କାଣ୍ଡ ହୋଇଛି । ବାପାର କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲା ପୁଅ । ଏପରିକି ମାଆକୁ ବି ହତ୍ୟା ଉଦ୍ୟମ କରିଥିଲା ପୁଅ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ମୃତକ ହେଲେ…

ଧନ୍ୟରେ ତୁ ପୁଅ, ଆକଟ କରିବାରୁ ବାପାକୁ ମାରିଦେଲା ପୁଅ

ବାସୁଦେବପୁର : ଧନ୍ୟରେ ତୁ ପୁଅ,କେମିତି ତୋ ହାତ ଗଲା ଏତେ ବଡ ଗୋଟେ ପାପ କାମ କରିବାକୁ । ଭୁଲିଗଲୁ କେତେ କଷ୍ଟରେ ସେ ବାପ ତୋତେ ବଡ କରିଥିଲା । କେବଳ ବାପା ମାଆ ହିଁ ଜାଣନ୍ତି ସେମାନେ କେତେ କଷ୍ଟରେ ଗୋଟେ ପିଲାକୁ ଛୋଟରୁ ବଡ କରିଥାନ୍ତି । କିନ୍ତୁ ସେଇ ପୁଅ ବଡ ହେଇ ଭୁଲିଯାଉଛି ବାପା…

ପ୍ରବଳ ଋଣ ଚାପରୁ ପିତୃହନ୍ତା ସାଜିଲା ପୁଅ, ଘଟଣାର ପର୍ଦ୍ଦାଫାସ କଲେ ଡିସିପି ପ୍ରତୀକ ସିଂ

ଭୁବନେଶ୍ବର : ପ୍ରବଳ ଋଣ ଚାପରୁ ପିତୃହନ୍ତା ସାଜିଲା ପୁଅ । ଭୁବନେଶ୍ବର ରଙ୍ଗମାଟିଆରେ ବାପାଙ୍କୁ ଛୁରୀ ଭୁସି ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛନ୍ତି ଡିସିପି ପ୍ରତୀକ ସିଂ । ପିତୃହନ୍ତା ପୁଅ ଅନିରୁଦ୍ଧ ଚୌଧୁରୀ ଲକ୍ଷାଧିକ ଟଙ୍କା ଲୋନ କରିଥିଲେ । ପାଖାପାଖି ୪୦ଲକ୍ଷ ଟଙ୍କାର ଲୋନ ତାଙ୍କ ଉପରେ…

ଋଣ ସୁଝିବା ପାଇଁ ଟଙ୍କା ନଦେବାରୁ ବାପାଙ୍କୁ ହତ୍ୟା କଲା ପ୍ରଫେସର ପୁଅ: ଡିସିପି

ଭୁବନେଶ୍ୱର: ଋଣ ସୁଝିବା ପାଇଁ ଟଙ୍କା ନଦେବାରୁ ନାରକୀୟ କାଣ୍ଡ । ବାପାଙ୍କୁ ହତ୍ୟା କଲା ପ୍ରଫେସର ପୁଅ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ। ଋଣ ଟଙ୍କା ସୁଝିବାକୁ ବାପାଙ୍କ ସହ ପୁଅର ଗଣ୍ଡଗୋଳ ହୋଇଥିଲା ପୁଅ ମାଗିଥିବା ଟଙ୍କା ନଦେବାରୁ ହତ୍ୟା କରାଯାଇଛି। ଘଟଣାସ୍ଥଳରୁ…

ଭୁଲିଗଲା ରକ୍ତ ସମ୍ପର୍କ : ସମ୍ପତ୍ତି ପାଇଁ ବାପାକୁ ଛୁରୀ ଭୁସି ହତ୍ୟା କଲା ପୁଅ

ଭୁବନେଶ୍ୱର : ରାଜଧାନୀରେ ବୀଭତ୍ସ ହତ୍ୟା । ପୁଅ ପାଲଟିଲା ପିଶାଚ । ବାପାକୁ ଛୁରୀ ଭୁସି ହତ୍ୟା କଲା । ଭୁବନେଶ୍ବର ମଞ୍ଚେଶ୍ବର ଥାନା ରଙ୍ଗମାଟିଆ ଅଞ୍ଚଳରେ ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ।  ପ୍ରାଥମିକ ତଦନ୍ତରୁ ଜଣାପଡିଛି ବାପା  ଓ ପୁଅଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ଦୀର୍ଘଦିନ ଧରି…

ବାପାକୁ ଠେଙ୍ଗାରେ ପିଟି ମାରିଲା ପୁଅ, ମୃତଦେହକୁ ଚଦରରେ ଘୋଡାଇ ହତ୍ୟାକାରୀ ଫେରାର

ଅନୁଗୁଳ (କେନ୍ୟୁଜ) : ବାପାକୁ ପିଟି ମାରିଲା ପୁଅ । ଠେଙ୍ଗାରେ ପିଟି ପିଟି ବାପାକୁ ହତ୍ୟା କଲା ନୃଶଂସ ପୁଅ । ମୃତଦେହକୁ ଚଦରରେ ଘୋଡାଇ ଫେରାର ହୋଇଯାଇଛି । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ନୂଆଭୂଇଁ ଗାଁର ଅଭାବନୀୟ ଘଟଣା । ମୃତକ ହେଲେଊ ଗାଁ ବିପ୍ରବର ଭୋଇ । ହତ୍ୟାକାରୀ ପୁଅ ହେଲା ବଳରାମ…

ସମ୍ପର୍କ ଭୁଲିଗଲା ପୁଅ, ବାପାକୁ କାଠ ଫାଳିଆରେ ପିଟି କଲା ହତ୍ୟା

ବ୍ରହ୍ମପୁର (କେନ୍ୟୁଜ): ବୀଭତ୍ସ କାଣ୍ଡ। ବାପାକୁ କାଠ ଫାଳିଆରେ ପିଟି ହତ୍ୟା କଲା ପୁଅ। ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁମାରପୁର ଗାଁରେ ଏହି ଜଘନ୍ୟକାଣ୍ଡ ଘଟିଛି। ସାମାନ୍ୟ ବଚସାରୁ ବାପାକୁ ହତ୍ୟା କରିଥିବା ସୂଚନା ମିଳିଛି। ମୃତକ କୁମାରପୁର ଗାଁର ରମେଶ ପ୍ରଧାନ। ସୂଚନା ଅନୁସାରେ…