ବୌଦ୍ଧ: ମଦ୍ୟପ ବାପାକୁ ଛୁରି ଭୁସି ପୁଅ ହତ୍ୟା କରିଥିବା ଅଭିଯୋଗ

ବୌଦ୍ଧ(କେନ୍ୟୁଜ୍) : ମଦ୍ୟପ ବାପାକୁ ପୁଅ ହତ୍ୟା କରିଥିବା ଅଭିଯୋଗ । ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ସରଣ୍ଡା ଗାଁରେ । ସୂଚନା ମୁତାବକ ସଦାଶିବ ପାତ୍ର ପ୍ରତିଦିନ ମଦ ପିଇ ଘରେ ପାଟିତୁଣ୍ଡ କରୁଥିଲେ । ଗତକାଲି ମଦ ନିଶାରେ ଛୁରୀ ଧରି ପୁଅ ଓ ସ୍ତ୍ରୀକୁ ମାରିବାକୁ ଉଦ୍ୟମ କରୁଥିବା ବେଳେ ନିଜେ ପଡି ଛୁରୀରେ ଭୁସି ହୋଇଥିବା ମୃତକଙ୍କ ପୁଅ ଆଶିଷ କହିଛନ୍ତି । ତେବେ ପୋଲିସ ହତ୍ୟା ସନ୍ଦେହରେ ଆଶିଷଙ୍କୁ ଅଟକ ରଖି ପଚାରାଉଚୁରା କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.