ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ବାପାଙ୍କୁ ପିଟିପିଟି ହତ୍ୟା କଲା ଡାକ୍ତର ପୁଅ, ଏବେ ହଜାତରେ

ଭୁବନେଶ୍ୱର: ଆଜି ଖଣ୍ଡଗିରି ଅଞ୍ଚଳରେ ଜଣେ ଡାକ୍ତର ତାଙ୍କ ବାପାଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ହତ୍ଯାକାରୀ ପୁଅ ଜଣେ ଆୟୁଷ ଡାକ୍ତର ବୋଲି କୁହାଯାଉଛି । ରାଜଧାନୀର ଜଗନ୍ ମୋହନ ନଗରରେ ପାରିବାରିକ କଳହକୁ ନେଇ ଏହି ହତ୍ଯାକାଣ୍ଡ ଘଟିଥିବା କୁହାଯାଉଛି ।

ସେପଟେ ଖଣ୍ଡଗିରି ପୋଲିସ ଅଭିଯୁକ୍ତକୁ ଗିରଫ କରି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନାକୁ ପଠାଇଥିବାବେଳେ ଏନେଇ ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.