Browsing Tag

son shoots

ପୁଅର ଗୁଳିମାଡରେ ମାଆ ଗୁରୁତର

ନୟାଗଡ଼: ପୁଅର ଗୁଳିମାଡରେ ମାଆ ଗୁରୁତର। ଏପରି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ବାଣୀଗୋଚ୍ଛା ଥାନା କଳସାଖମଣ ଗାଁରେ । ମାଆ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମାଆ ହେଲେ ଦୁଇତା ପ୍ରଧାନ। ଅଭିଯୁକ୍ତ ପୁଅ ସୁଶାନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ପୋଲିସ ତଦନ୍ତ…