Below header
Browsing Tag

south africa tour

ସାଉଥ ଆଫ୍ରିକା ଟୁର ପାଇଁ ବଡ଼ ପ୍ରସ୍ତୁତି କରୁଛି ବିସିସିଆଇ, ସିନିଅର ଖେଳାଳିଙ୍କୁ ଅଭ୍ୟାସ କରିବା ପାଇଁ ମିଳିବ ସୁଯୋଗ

ଭାରତୀୟ ଟିମ୍‌ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଏବେ ଟି-୨୦ ସିରିଜ ଖେଳୁଛି । ଏହି ସିରିଜ ସରିବା ପରେ ଟିମ ସାଉଥ ଆଫ୍ରିକା ଗସ୍ତ କରିବ । ସେଠାରେ ୩ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ, ତିନିଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ୍‌ ସିରିଜ ଖେଳିବ । ବିସିସିଆଇ ଟେଷ୍ଟ ସିରିଜକୁ ଦେଖି ୩/୪…

ବିରାଟ କହିଲେ ମୋ ଝିଅ ଜନ୍ମଦିନ ମୁଁ ସାଉଥ ଆଫ୍ରିକା ଯିବିନି, ରୋହିତଙ୍କ ଅଧୀନରେ ଖେଳିବାକୁ ଚାହୁଁ ନାହାନ୍ତି କି କୋହଲି…

ସାଉଥ ଆଫ୍ରିକା ଟୁର ପୂର୍ବରୁ ଟିମ୍‌ ଇଣ୍ଡିଆକୁ ନେଇ ବିଭିନ୍ନ ଖବର ଶୁଣିବାକୁ ମିଳୁଛି। ପ୍ରଥମେ ରୋହିତ ଶର୍ମା ଆହତ ହେବା ପରେ ଏବେ ବିରାଟ କୋହଲି ଦିନିକିଆ ସିରିଜରୁ ନିଜ ନାଁ ପ୍ରତ୍ୟାହୃତ କରିନେଇ ଥିବା ଖବର ସାମ୍ନାକୁ ଆସିଛି। ନିକଟରେ ବିସିସିଆଇ ରୋହିତଙ୍କୁ ଦିନିକିଆ ମ୍ୟାଚ ପାଇଁ…