ଦେଓମାଳୀରେ ସାଉଥ ମୁଭି, ୨୫ ଦିନ ପର୍ଯ୍ୟନ୍ତ ବୁକିଙ୍ଗ ହୋଇଛି ଦେଓମାଳୀ ଇକୋ ରିଟ୍ରିଟ
କୋରାପୁଟ: ସୁଉଚ୍ଚ ପର୍ବତମାଳା ପ୍ରାକୃତିକ ପରିବେଶ ପୁଣି ଥରେ ଆକର୍ଷିତ କରିଛି ସାଉଥ ଇଣ୍ଡଷ୍ଟ୍ରି କୁ l ଦେଓମାଳୀ ଶିଖରରେ ଦକ୍ଷିଣ ଭାରତୀୟ ସିନେ ପ୍ରଯୋଜକ ରାଜା ମଉଲି l ଯାହା ଏବେ ଖୁବ୍ ଚର୍ଚ୍ଚାରେ । ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ସାଉଥ ମୁଭି ପ୍ରସ୍ତୁତ ହେଉଛି ସୁଟିଂ ସେଟ l ୨୫ ଦିନ…