Below header
Browsing Tag

south superstar ajith

ସୁଟିଂ ବେଳେ ବଡ଼ କାର୍‌ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଅଭିନେତା ଅଜିତ କୁମାର

ତାମିଲ ଫିଲ୍ମର ଜଣାଶୁଣା ଅଭିନେତା ଅଜିତ କୁମାରଙ୍କ ଫିଲ୍ମ ଦେଖିବା ପାଇଁ ତାଙ୍କ ଫ୍ୟାନ୍ସ ଉତ୍ସାହାର ସହିତ ଅପେକ୍ଷ କରିଥାନ୍ତି । ତାଙ୍କ ଅଭିନୟର ବହୁତ ପ୍ରଶଂସକ ଅଛନ୍ତି । ଏହା ସହ ଅଜିତ କୁମାରଙ୍କର ସମସ୍ତ ଫିଲ୍ମ ହିଟ୍‌ ହୋଇଥାଏ ଏବଂ ସିନେମା ହଲରେ ହଇଚଇ ସୃଷ୍ଟି କରିଥାଏ । ତେବେ ୫୨…

କରୋନା ଯୁଦ୍ଧରେ ସାମିଲ ହେଲେ ଏହି ସାଉଥ ସୁପରଷ୍ଟାର, ପିଏମ୍‍ କେୟାର୍ସ ଫଣ୍ଡକୁ ପ୍ରଦାନ କଲେ ଆର୍ଥିକ ସହାୟତା

ସମଗ୍ର ବିଶ୍ୱରେ କରୋନା ମହାମାରୀକୁ ନେଇ ବେଶ ଚିନ୍ତିତ ରହିଥିବା ବେଳେ ଏପର୍ଯ୍ୟନ୍ତ ଏହାର ପ୍ରତିଷେଧକ ଟୀକା ବାହାରିପାରିନାହିଁ । କରୋନ ଯୁଦ୍ଧରେ ବଡ ବଡ ରାଜନେତା ଠାରୁ ଆରମ୍ଭ କରି ବଲିଉଡ କଳାକାର ସାମିଲ ହୋଇଛନ୍ତି । କେବଳ ବଲିଉଡ ନୁହେଁ, ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ମଧ୍ୟ ଯୁଦ୍ଧରେ ଆଗରେ…