ଦୁନିଆର ସବୁଠାରୁ ସ୍ୱତନ୍ତ୍ର ବଲ୍ବ, ଯାହା ୧୧୭ ବର୍ଷ ହେବ ଲଗାତାର ଭାବେ ଜଳୁଛି
ବଲ୍ବର ଆବିଷ୍କାର ହେବା ପରେ ଏପର୍ଯ୍ୟନ୍ତ ଅନେକ ପରିବର୍ତ୍ତନ ହୋଇସାରିଲାଣି। ବଜାରରେ ଏବେ ବିଭିନ୍ନ ପ୍ରକାର ବଲ୍ବ ଦେଖିବାକୁ ମିଳୁଛି। ସିଏଫଏଲ ବଲବ ପରେ ଏଲଇଡି ଲାଇଟସ୍ ମଧ୍ୟ ଆସିଲାଣି। ବହୁତ କମ୍ ବିଜୁଳି ଖର୍ଚ୍ଚରେ ଅଧିକ ପର୍ଯ୍ୟନ୍ତ ବଲବ୍ ଜଳିପାରୁଛି। ସେହିପରି ପୂର୍ବରୁ ଏକ ଲାଲ…