Browsing Tag

speed post

ଅକ୍ଟୋବର ୧ରୁ ବଢିବ ସ୍ପିଡ୍ ପୋଷ୍ଟର ମୂଲ୍ୟ, ଭାରତୀୟ ଡାକ ବିଭାଗ ପକ୍ଷରୁ ଘୋଷଣା

ଅକ୍ଟୋବର ୧ରୁ ବଢିବ ସ୍ପିଡ୍ ପୋଷ୍ଟର ମୂଲ୍ୟ । ଭାରତୀୟ ଡାକ ବିଭାଗ ପକ୍ଷରହୁ ସ୍ପିଡ ପୋଷ୍ଟ ପାଇଁ ନୂଆ ଶୁଳ୍କ ବ୍ୟବସ୍ଥା ଲାଗୁ କରିଛନ୍ତି । ବର୍ଦ୍ଧିତ ପରିଚାଳନା ଖର୍ଚ୍ଚ ଓ ସେବାର ଆଧୁନିକୀକରଣକୁ ଧ୍ୟାନରେ ରଖି, ନୂଆ ଶୁଳ୍କ ଘୋଷଣା କରାଯାଇଛି। ବର୍ଦ୍ଧିତ ଶୁଳ୍କ ସହ କେତେକ ନୂଆ ସୁବିଧା ମଧ୍ୟ…

 ଆଧୁନିକୀକରଣ ପାଇଁ ବନ୍ଦ ହେବ ରେଜିଷ୍ଟ୍ରେଡ୍ ପୋଷ୍ଟ, ସ୍ପିଡ୍ ପୋଷ୍ଟ ସହ ହେବ ମିଶ୍ରଣ

ରେଜିଷ୍ଟ୍ରେଡ୍ ଡାକ ସେବାର ଯୁଗ ଶେଷ । ସେପଟେମ୍ବର ୧ରୁ ଦେଶରେ ପର୍ଯ୍ୟାୟ କ୍ରମେ ବନ୍ଦ ହେବ ରେଜିଷ୍ଟ୍ରେଡ୍ ଡାକ ସେବା । ୫୦ ବର୍ଷରୁ ଅଧିକ ସମୟ ଧରି ଭାରତୀୟ ଡାକର ଏହା ଏକ ବିଶ୍ବସନୀୟ ସେବା ଥିଲା । ନିର୍ଭରଯୋଗ୍ୟ, ଅପେକ୍ଷାକୃତ ସୁଲଭ ଓ ଆଇନଗତ ବୈଧତା ଯୋଗୁଁ ଏହା ବିଶ୍ବସନୀୟ ଥିଲା ।…

ଏଣିକି ସ୍ପିଡ୍ ପୋଷ୍ଟ ମାଧ୍ୟମରେ କରିହେବ ଅସ୍ତି ବିସର୍ଜନ, କେମିତି ଜାଣନ୍ତୁ

ଡାକ ବିଭାଗ ଓ ସାମାଜିକ-ଧାର୍ମିକ ମଂଚ "ଓମ ଦିବ୍ୟା ଦର୍ଶନ" ମିଳିତ ଭାବରେ ପବିତ୍ର ଗଙ୍ଗା ନଦୀରେ ଅସ୍ଥି ବିସର୍ଜନ ଏବଂ ବାରାଣାସୀ, ପ୍ରୟାଗରାଜ, ହରିଦ୍ୱାର ଓ ଗୟା ଠାରେ ଶ୍ରଦ୍ଧାଳୁଙ୍କ ରୀତିନୀତି ଅନୁସାରେ ସେବା ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି । ସୂଚନା ଅନୁଯାୟୀ ଏହି ସେବା ସେହି ମାନଙ୍କ…