ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳର ଜାହାଜ ଉପରେ ବସିଥିଲେ ଦୁଇଟି ସନ୍ଦିଗ୍ଧ ପାରା
ଧରା ପଡ଼ିଛି ସନ୍ଦିଗ୍ଧ ପାରା । ପାରାକୁ ନେଇ ଆରମ୍ଭ ହୋଇଛି ତଦନ୍ତ । ବନ୍ଦର ନଗରୀ ପାରାଦୀପରେ ଦେଖିବାକୁ ମିଳିଛି ପୁଣି ଦୁଇ ସନ୍ଦିଗ୍ଧ ପାରା । ଏମାନଙ୍କ ଗୋଡ଼ରେ କିଛି ବୈଦ୍ୟୁତିକ ଯନ୍ତ୍ର ଲଗାଯାଇଥିବା ଜଣାପଡିଛି । ପ୍ରଥମେ ଏହି ଦୁଇଟି ପାରା ଆସି ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳର ପିଆଇସିଟି…