Browsing Tag

sraban month

ଅବ୍ୟବସ୍ଥା ମଧ୍ୟରେ ଚକାପାଦ ବିରୂପାକ୍ଷ ଶୈବ ପୀଠ, ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଶ୍ରଦ୍ଧାଳୁ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଚକାପାଦଠାରେ ରହିଛି ବିରୂପାକ୍ଷ ଶୈବ ପୀଠ । ଏଠାରେ ବିରାଜମାନ ଥିବା ଶିବ ଲିଙ୍ଗରେ ଜଳାଭିଷେକ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ  ବୋଲି ବିଶ୍ବାସ ରହିଛି । ବହୁ ଆଶା ଓ ବିଶ୍ବାସ ନେଇ ଏହି ଶୈବ ପୀଠ ସ୍ଥଳକୁ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି । ହେଲେ ଏହି ଶୈବ…

ମନ୍ଦିରରୁ ଫେରିବା ସମୟରେ କରନ୍ତୁ ନାହିଁ ଏହି ସବୁ ଭୁଲ, ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ

ପବିତ୍ର ଶ୍ରାବଣ ମାସରେ ବିଶେଷ କରି ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରାଯାଏ । ଶୁଭ ଏବଂ ମଙ୍ଗଳ ପାଇଁ ଏହି ମାସରେ ବେଶୀ ସଂଖ୍ୟାର ଭକ୍ତଙ୍କ ଭିଡ଼ ମନ୍ଦିରରେ ଲାଗିଥାଏ । ଅନେକ ସମୟରେ ମନ୍ଦିର ଯିବା ସମୟରେ ହେଉ ଅବା ଫେରିବା ସମୟରେ ଜାଣତ ଏବଂ ଅଜାଣତରେ ଆମ ଦ୍ବାରା ଭୁଲ ହୋଇଯାଇଥାଏ । ଯାହା ଶୁଭ…

ଆଜି ଶ୍ରାବଣ ଶେଷ ସୋମବାର, ବିଭିନ୍ନ ଶୈବପୀଠରେ ଜଳଲାଗି କରୁଛନ୍ତି କାଉଡ଼ିଆ

କଟକ : ଆଜି ଶ୍ରାବଣ ଶେଷ ସୋମବାର। ରାଜ୍ୟର ବିଭିନ୍ନ ଶୈବପୀଠରେ ଜଳଲାଗି କରୁଛନ୍ତି କାଉଡ଼ିଆ । କଟକ  ଆଠଗଡ଼ ଧବଳେଶ୍ୱର ପୀଠ ଓ  ନରସିଂହପୁରର ପ୍ରାଚୀନ ଶୈବ ପୀଠ ତଥା ଅଷ୍ଟଶମ୍ଭୁଙ୍କ ଅଗ୍ରପୂଜ୍ୟ ପ୍ରଭୁ ଚମ୍ପାନାଥଙ୍କ ପୀଠରେ କାଉଡ଼ିଆଙ୍କ ଗହଳି । କିମ୍ବଦନ୍ତୀ ଅନୁସାରେ ଏଠି ଉଭୟ ହରିହର ପୂଜା…

ଆଜି କଳ୍କୀ ଜୟନ୍ତୀ, ଜାଣନ୍ତୁ ଆଜି ଦିନର ମାହାତ୍ମ୍ୟ ଏବଂ ପୂଜାବିଧି

କଳ୍କୀ ଅବତାର ନାମ ଶୁଣିଲେ ହିଁ ମନରେ ଭୟ ଆସିଯାଏ । କାରଣ ମାନ୍ୟତା ରହିଛି ଯେ ଭଗବାନ ଯେତେବେଳେ କଳ୍କୀ ଅବତାର ନେବେ ଏହି ଦୁନିଆରୁ ପାପୀ ମାନଙ୍କର ବିନାଶ ହେବ ଏବଂ କଳିଯୁଗର ଅନ୍ତ ହେବ । ତେବେ ଦର୍ଶକବନ୍ଧୁ ଏଭଳି କିଛି ଲୋକକଥା ତ ଆପଣମାନେ ନିଶ୍ଚୟ ଶୁଣିଥିବେ । ତେଣୁ ପ୍ରତିବର୍ଷ ଶ୍ରାବଣ…

ଆଜି ଶ୍ରାବଣ ମାସର ତୃତୀୟ ସୋମବାର, ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବ ପୀଠ

ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବ ପୀଠ । ଦେବଦେବ ମହାଦେବଙ୍କୁ ଜଳଲାଗି କରୁଛନ୍ତି କାଉଡ଼ଆ ଭକ୍ତ । ଦୂର ଦୂରାନ୍ତରୁ ନଦୀରୁ ଜଳ ଆଣି ଚାଲିଚାଲି ଆସି ମହାଦେବଙ୍କୁ ଅଭିଷେକ କରୁଛନ୍ତି।  ସେହିପରି  ଚଳଚଞ୍ଚଳ ହୋଇଛି  ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠ ଓ ଆଠଗଡର…

ଆଜି ଶ୍ରାବଣ ସୋମବାର: ଶୁଭୁନି କାଉଡିଆଙ୍କ ବୋଲବମ୍‌ ଧ୍ୱନି, କରୋନା କଟକଣା ପାଇଁ ଭକ୍ତଶୂନ୍ୟ ଶୈବ ପୀଠ

ଭଦ୍ରକ(କେନ୍ଯୁଜ୍): ଆଜି ଶ୍ରାବଣ ସୋମବାର । କରୋନା କଟକଣା ପାଇଁ ଭକ୍ତଶୂନ୍ୟ ଶୈବ ପୀଠ । ଶୁଭୁନି କାଉଡିଆଙ୍କ ବୋଲବମ୍‌ ଧ୍ୱନି। ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣିଙ୍କ ପୀଠ ଖାଲି ପଡିଛି। କରୋନା ପାଇଁ ୨ବର୍ଷ ହେଲା ଜଳଲାଗିରୁ ବଞ୍ଚିତ ହେଉଛନ୍ତି କାଉଡିଆ। ପୀଠକୁ ଆସୁଥିବା…

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, କରୋନା କଟକଣା ପାଇଁ ଖାଁ ଖାଁ ରାଜ୍ୟର ବିଭିନ୍ନ ଶୈବପୀଠ

ଭୁବନେଶ୍ବର(କେନ୍ଯୁଜ୍): ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । କରୋନା କଟକଣା ଯୋଗୁଁ ରାଜ୍ୟର ବିଭିନ୍ନ ଶୈବପୀଠ ଖାଁ ଖାଁ। ଭଦ୍ରକ ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠରେ ଶୁଭୁନି ବୋଲବମ୍‌ ଡାକ । ଖାଁ ଖାଁ ରହିଛି ପୁରା ପରିବେଶ । କରୋନା ପାଇଁ ୨ବର୍ଷ ହେଲା ବୋଲବମ୍‌ ଭକ୍ତ ଜଳଲାଗି କରିବାରୁ…