Below header
Browsing Tag

srilanka blast

ଶ୍ରୀଲଙ୍କା ବିସ୍ଫୋରଣ ପରେ କଫ୍ୟୁ ଜାରି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଇଷ୍ଟରରେ ସିରିଜ ବିସ୍ଫୋରଣ ପରେ ଶ୍ରୀଲଙ୍କାରେ ପରିସ୍ଥିତି ଉଦବେଗଜନକ ରହିଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ରାତିରେ କଫ୍ୟୁ ଜାରି କରାଯାଇଥିଲା । ପରିସ୍ଥିତିରେ ସୁଧାର ଆସିନଥିବା ବେଳେ ଶନିବାର ସେନା ଓ ଆତଙ୍କବାଦୀଙ୍କ ଗୁଳିବିନିମୟରେ ୧୫ଜଣଙ୍କର ପ୍ରାଣହାନି ଘଟିଛି ।…

ଶ୍ରୀଲଙ୍କା ସିରିଜ ବିସ୍ଫୋରଣ : ନିଜକୁ ଦାୟୀ କଲା ଆତଙ୍କବାଦୀ ସଂଗଠନ ISIS

ଶ୍ରୀଲଙ୍କା ସିରିଜ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଅଫ ଇରାକ ଆଣ୍ଡ ସିରିଆ ଆଇଏସଆଇଏସ। ପ୍ରାଥମିକ ଯାଞ୍ଚରୁ ଏହା ଜଣାପଡ଼ିଥିବା ବେଳେ ନ୍ୟୁଜ ଏଜେନ୍‌ସୀ ରଏଟର ମଧ୍ୟ ସୂଚନା ଦେଇଛି। ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ହୋଇଥିବା ସିରିଜ ବିସ୍ଫୋରଣର ପ୍ରତିଶୋଧ…

ଶ୍ରୀଲଙ୍କା ବିସ୍ଫୋରଣ : କ୍ୟାମେରାରେ କଏଦ୍ ହେଲା ଭୟାନକ ବ୍ଳାଷ୍ଟର ଭିଡିଓ

କଲୋମ୍ବ : ଶ୍ରୀଲଙ୍କା କଲୋମ୍ବରେ ରବିବାର ଦିନ ଇଷ୍ଟର ସମାରୋହ ସମୟରେ ବିଦେଶୀ ନାଗରିକଙ୍କୁ କେନ୍ଦ୍ରୀତ କରି ସିଲିଏଲ ବିସ୍ଫୋରଣ କରାଯାଇଥିଲା। ସକାଳ ପ୍ରାୟ ୮:୪୫ ମିନିଟ ସମୟରେ କଲୋମ୍ବର ୮ଟି ଭିନ୍ନ ଚର୍ଚ୍ଚ ଏବଂ ବଡ଼ବଡ଼ ହୋଟେଲରେ ବୋମା ବିସ୍ଫୋରଣ କରାଯାଇଥିଲା। ଏହି ଘଟଣାରେ ବର୍ତ୍ତମାନ…