ଶ୍ରୀଲଙ୍କା ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦର୍ଶାଇଲା ଷ୍ଟାର ସ୍ପୋଟର୍ସ, ଭୁଲ୍ ପାଇଁ ପରେ ଡିଲିଟ୍…
ବାଂଲାଦେଶ ବିପକ୍ଷରେ ଟେଷ୍ଟ ସିରିଜ ୨-୦ରେ କ୍ଲିନ୍ ସୁଇପ କରିବା ପରେ ଟିମ୍ ଇଣ୍ଡିଆ ଏବେ ଶ୍ରୀଲଙ୍କା ସହିତ ସିରିଜ ଖେଳିବ। ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବାକୁ ଥିବା ସିରିଜ ପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମର ଅଧିନାୟକ ଦାୟିତ୍ୱ ମିଳିବ । ବିସିସିଆଇ ଏପର୍ଯ୍ୟନ୍ତ ଅଫିସିଆଲ…